The Ultimate Managed Hosting Platform
ADVERTISEMENT

୪ ଶିକାରୀ ଗିରଫ , ବନ୍ଧୁକ ଜବତ

Facebook
Twitter
LinkedIn

ଉଦଳା : ଶିମିଳିପାଳରୁ ୪ ଶିକାରୀ ଗିରଫ । ନଟୋ ସଂରକ୍ଷିତ ଜଙ୍ଗଲ ଅଶ୍ୱକୋଟି ଅଞ୍ଚଳରୁ ଧରାପଡିଲେ । ଶିକାର ପାଇଁ ଯାଇଥିବା ବେଳେ ମାଡି ବସିଲା ଏସଟିଏଫ । ଚଢାଉ ବେଳେ ବନ କର୍ମଚାରୀଙ୍କ ଉପକୁ ଗୁଳିମାଡ କରିଥିଲେ । ଗତକାଲି ରାତିରେ ପୋଡାଡିହା ବନ ବିଭାଗ ଏବଂ ଏସଟିପିଏଫ ମିଳିତ ଭାବେ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ କରିଥିଲେ । ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login