The Ultimate Managed Hosting Platform
ADVERTISEMENT

୪ ମନ୍ଦିରରୁ ସିରିଜ ଚୋରି

Facebook
Twitter
LinkedIn

ଭଦ୍ରକ : ୪ଟି ମନ୍ଦିରରୁ ତାଲା ଭାଙ୍ଗି ସିରିଜ ଚୋରି । ୨୮ ନଂ ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଚୋରି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନ ବାକ୍ସ ଓ ଅନ୍ୟ ସାମଗ୍ରୀ ଚୋରି । ମଙ୍ଗଳା , ଶିବ, ରାଧାକୃଷ୍ଣ ଓ ହନୁମାନ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ରୂପା ମୁକୁଟ ସହ ହାର ଓ ଅନ୍ୟ ଅଳଙ୍କାର ନେଇଯାଇଛନ୍ତି ଲୁଟେରା । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଆଜି ସକାଳୁ ମନ୍ଦରରୁ ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login