The Ultimate Managed Hosting Platform
ADVERTISEMENT

୪ ଟିକିଆ ହାତୀପଲଙ୍କ ଉତ୍ପାତ, ଘରେ ପଶି ଧାନ ଚାଉଳ ଖାଇଗଲେ

Facebook
Twitter
LinkedIn

ଗଜପତି : ପୁଣି ଗୋଠ ଛଡା ଦନ୍ତାଙ୍କ ଉତ୍ପାତ । ଗଜପତିରେ ୪ ଟିକିଆ ହାତୀ ପଲଙ୍କ ଉତ୍ପାତ । ପରିଡା ପଞ୍ଚାୟତର ଆଦାନ ଗୁଡା ଓ ଯାନିଗୁଡାରେ ୪ ଟିକିଆ ହାତୀପଲଙ୍କ ଆତଙ୍କ । ଲୋକଙ୍କ ଘରେ ପଶି ଧାନ ଓ ଚାଉଳ ଖାଇଗଲେ । ଏ ନେଇ ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ଅନ୍ୟପଟେ ବନ୍ୟ କର୍ମଚାରୀ ଏ ନେଇ ସୂଚନା ପାଇବା ପରେ ରାତି ରାସା ଉଜାଗର ରହି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିଲେ । ଗାଁ ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ କହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login