The Ultimate Managed Hosting Platform
ADVERTISEMENT

୪ ଘଣ୍ଟିଆ ଯୁଦ୍ଧ ବିରତି

Facebook
Twitter
LinkedIn

ନୂଆଦିଲ୍ଲୀ : ଯୁଦ୍ଧ ଭିତରେ ଆଶ୍ୱସ୍ତି । ତିନି ଦିନ ପାଇଁ ୪ ଘଣ୍ଟା ଲେଖାଏ ଯୁଦ୍ଧ ବିରତି ପାଇଁ ରାଜି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ମାନବିକତା ଦୃଷ୍ଟିରୁ ଇସ୍ରାଏଲ ରାଜି ହୋଇଥିବା ନେଇ ଆମେରିକାର ହ୍ୱାଇଟ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ପ୍ରତି ବଦଳରେ ହମାସ ଡର୍ଜନରୁ ଅଧିକ ପଣବନ୍ଦୀଙ୍କୁ ଛାଡିବ ବୋଲି ସୂଚନା ମିଳିଛି । ଉତ୍ତର ଗାଜାରେ ଇସ୍ରାଏଲ ଘନ ଘନ ରକେଟ ମାଡ କରୁଥିବାରୁ ସାଧାରଣ ନାଗରିକଙ୍କୁ ଯିବା ପାଇଁ ସମୟ ଦିଆଯିବ । ଯୁଦ୍ଧକୁ ମାସଟେ ପୁରିଯାଇଥିବା ବେଳେ ଇସ୍ରାଏଲ ସେନାର ଆକ୍ରମଣରେ ପ୍ରାୟ ୧୧ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହେଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login