ଭୁବନେଶ୍ୱର : ପ୍ରବଳ ଖରା ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ୱର । ଆଜି ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪.୪ । ଭୁବନେଶ୍ୱର ଭଳି ରାଜ୍ୟର ଅନ୍ୟ ଅଞ୍ଚଳରେ ବି ପ୍ରବଳ ଖରା । ୪୪.୬ ସହ ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତ୍ତପ୍ତ । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ବି ୪୪.୪ ଡିଗ୍ରୀ ରେକର୍ଡ । ହୀରାକୁଦ ୪୩.୮, କେନ୍ଦୁଝର ୪୦ , ଚାନ୍ଦବାଲି ୩୭.୬ ଡିଗ୍ରୀ ରେକର୍ଡ । Views: 128
Copy and paste this URL into your WordPress site to embed
Copy and paste this code into your site to embed