The Ultimate Managed Hosting Platform
ADVERTISEMENT

୪୩ ଅଟକ , ବୋମା ଜବତ –ଏସପି

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ ଘଟଣା । ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା କହିଲେ ଏସପି ବି. ଗଙ୍ଗାଧର । କାଲିର ଘଟଣାରେ ୪୩ ଜଣ ଅଟକ ଅଛନ୍ତି । ପ୍ରମାଣ ସଂଗ୍ରହ ଚାଲିଛି । ୨୬ ଜଣଙ୍କ ବିରୋଧରେ ପ୍ରମାଣ ଅଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପେଟ୍ରୋଲ ବୋମା ଜବତ କରାଯାଇଛି କହିଲେ ଏସପି । ତେବେ ଆସନ୍ତାକାଲି ଶୋଭାଯାତ୍ରା ହେବ କି ନାହିଁ ପ୍ରଶ୍ନରେ ପ୍ରତିକ୍ରିୟା ଦେଇଛନ୍ତି । ଏସପି କହିଛନ୍ତି କି , ଆମେ ଲାଇସେନ୍ସ ପ୍ରାପ୍ତ ଆୟୋଜକଙ୍କୁ ବୈଠକକୁ ଡାକିଛୁ । ସେମାନଙ୍କ ସହ କଥା ବାର୍ତ୍ତା ପରେ ଶୋଭାଯାତ୍ରା ନିଷ୍ପତ୍ତି ନେବୁ । ଘଟଣାସ୍ଥଳରେ ଉସକେଇବାରୁ ଉତ୍ତେଜନା ଘଟିଥିବା ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login