ହାଇଦ୍ରାବାଦ : ଭୁଶୁଡୁଛି ମାଓଗଡ । ଆତ୍ମସମର୍ପଣ କଲେ ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାହିନୀକୁ ଆହ୍ୱାନ । ହାଇଦ୍ରାବାଦରେ ଆତ୍ମସମର୍ପଣ କଲେ ୪୧ ମାଓବାଦୀ । ୨୪ ହାର୍ଡକୋର ମାଓବାଦୀଙ୍କ ନାଁରେ ୧ କୋଟି ୪୬ ଲକ୍ଷ ପୁରସ୍କାର ଥିଲା । ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଚେକ ପ୍ରଦାନ କରାଗଲା ।
Views: 82











