The Ultimate Managed Hosting Platform
ADVERTISEMENT

୪୦ ଲକ୍ଷ ଠକି ବନ୍ଧା ହେଲେ

Facebook
Twitter
LinkedIn

ରାଉରକେଲା : ୪୦ ଲକ୍ଷରୁ ଉଦ୍ଧ୍ୱର୍ ଠକେଇ ଅଭିଯୋଗରେ ବନ୍ଧା ହେଲେ । କୋରାପୁଟରୁ ଜୟପୁରକୁ ଉଠାଇନେଲା ଛେଣ୍ଡ ଥାନା । ଶତାଧିକ ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିଥିଲେ । ଗିରଫ ଅଭିଯୁକ୍ତ ଯୁବକକୁ ରାଉରକେଲା ଆଣି ପଚରାଉଚରା କରୁଛି ପୋଲିସ ।ଅଭିଯୁକ୍ତ ନିକଟରୁ ବହୁ ନକଲି ନିଯୁକ୍ତିପତ୍ର ଜବତ କରିଛି ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login