ବାରିପଦା : ପୋଲରୁ ୪୦ ଫୁଟ ତଳକୁ ଖସିପଡିଲା ବୋଲେରୋ । ୨ ଜଣ ଆହତ ରାସଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି । ବାରିପଦା-ଜଳେଶ୍ୱର ରାସ୍ତା ନଳଗୋଜା ନିକଟରେ ଦୁର୍ଘଟଣା । ଗତକାଲି ସେହି ସ୍ଥାନରେଏକ ବାଇକ ପୋଲ ତଳକୁ ଖସିଥିଲା । ୧୮ ତାରିଖରେ ମଧ୍ୟ ଏକ ବରଯାତ୍ରୀ ବୋଲେରୋ ସମାନ ସ୍ଥାନରେ ଖସିଥିଲା ।
Views: 70











