ଭୁବନେଶ୍ୱର : ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ । ହୀରାକୁଦ -୩୯ , ସମ୍ବଲପୁର -୩୮.୮ , ଚାନ୍ଦବାଲି-୩୭.୨ , ଭୁବନେଶ୍ୱର ୩୬.୨ , ପୁରୀ -୩୪.୨, ବାଲେଶ୍ୱର ୩୩.୬, ପାରାଦୀପ -୩୨.୬ , କେନ୍ଦୁଝର-୩୧.୨ , ଗୋପାଳପୁର -୩୦.୬ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି … Continue reading ୪୦ ଡିଗ୍ରୀ ଟପିଲା ଝାରସୁଗୁଡା
Copy and paste this URL into your WordPress site to embed
Copy and paste this code into your site to embed