The Ultimate Managed Hosting Platform
ADVERTISEMENT

୩ ମାଓବାଦୀ ମୃତ , ଡିଏସପି ଆହତ

Facebook
Twitter
LinkedIn

ଭବାନୀପାଟଣା : କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳି ବିନିମୟ । ମ.ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ ଜଙ୍ଗଲରେ ମୁହାଁମୁହିଁ । ଗୁଳି ବିନିମୟରେ ୩ ମାଓବାଦୀଙ୍କ ମୃତ୍ୟୁ । ଏକେ-୪୭ ଜବତ । ପାଲଟା ଗୁଳିମାଡରେ ଜଣେ ଡିଏସପି ଆହତ ସୂଚନା । ଆହତ ଡିଏସପିଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ଏସିଏମ ରାଙ୍କର ଥିବା ସୂଚନା । ଏକେ -୪୭ ରାଇଫଲ ମିଳିଥିବାରୁ ଏସିଏମ ରାଙ୍କ ଥିବା ସୂଚନା ।
ଗତ କିଛି ଦିନ ପୂର୍ବେ ଛତିଶଗଡରେ ହୋଇଥିବା ମାଓ ଆକ୍ରମଣ ପରେ ପରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଜୋରଦାର କୁମ୍ବିଂ ଅପରେସନ କାରଣରୁ ନକ୍ସଲ ମାନେ ଓଡ଼ିଶା ମୁହାଁ ହେବେ ବୋଲି ପୋଲିସ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା । ଏପରିକି ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ସିଲ୍ କରିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login