ମାଲକାନଗିରି : ୩ ମହିଳା ମାଓବାଦୀ ଗିରଫ । ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡା ଜଙ୍ଗଲରୁ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ୩ ମାଓବାଦୀ ସ୍ୱାଭିମାନ ଅଞ୍ଚଳ ଧାକଡପଦରର । ଗିରଫ ୩ ଜଣ ହେଲେ ସ୍ୱପ୍ନା, ସୁନିତା ଓ ବବିତା । ସ୍ୱପ୍ନାକୁ ଧରାଇ ଦେବାକୁ ୪ ଲକ୍ଷ ପୁରସ୍କାର ରହିଥିଲା । ସୁନିତା ଓ ବବିତାଙ୍କ ପାଇଂ ୨ ଲକ୍ଷ ଲେଖାଏଁ ପୁରସ୍କାର ଥିଲା ।
Views: 44