The Ultimate Managed Hosting Platform
ADVERTISEMENT

୩ ନାବାଳକଙ୍କୁ ୭୫ ହଜାର ଫାଇନ

Facebook
Twitter
LinkedIn

ରାୟଗଡା : ରାୟଗଡାରେ ୩ ନାବାଳକଙ୍କୁ ୭୫ ହଜାର ଫାଇନ । ସ୍ପେଶାଲ ଡ୍ରାଇଭ ବେଳେ ଧରାପଡିଲେ ନାବାଳକ । ଏମଭିଏ ନିୟମ ଅନୁସାରେ ଗଣିଲେ ତଣ୍ଡ । ରାୟଗଡା ସହର କଲେଜ ରୋଡରେ ଚାଲିଛି ଯାଞ୍ଚ । କଲେଜ ରୋଡ ଓ ଚାନ୍ଦିଲି ଅଂଚଳରେ ଯାଞ୍ଚ ବେଳେ ପଡିଲେ ଧରା । ୧୮ ବର୍ଷରୁ କମ ଯୋଗ୍ୟତା ନ ଥିବା ନାବାଳକଙ୍କୁ ଧରିଲେ ଆରଟିଓ । ୨୫ ହଜାର ଲେଖାଏଁ ଚାଲାଣ କଟାଯିବା ସହ ବାଇକ ଜବତ । ଗାଡି ମାଲିକଙ୍କ ନାଁ ରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆରଟିଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login