୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ
ବାରିପଦା: ଓଡ଼ିଶା ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି ମୟୂରଭଞ୍ଜ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ । ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦା ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି । ୪ ତାରିଖରେ ସେ ଆସିବାକୁ ଥିବା ବେଳେ ୬ତାରିଖରେ ଦିଲ୍ଲୀ ଫେରିବାର ଅଛି ।୫ ତାରିଖ ଶୁକ୍ରବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷରେ ପ୍ରତିମୂର୍ତ୍ତିରେ … Continue reading ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ
Copy and paste this URL into your WordPress site to embed
Copy and paste this code into your site to embed