The Ultimate Managed Hosting Platform
ADVERTISEMENT

୩ ଦିନର ଶିଶୁକନ୍ୟାକୁ ବିକିଦେଲା ବାପା !

Facebook
Twitter
LinkedIn

ବାସୁଦେବପୁର : ୩ ଦିନ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ । ଦ୍ୱିତୀୟ ସନ୍ତାନ ବି ଝିଅ ହେବାରୁ ବାପା ବିକ୍ରି କରିଥିବା ଅଭିଯୋଗ । ହରିଦା ବିନାୟକପୁର ପଞ୍ଚାୟତ ବଡ ମଳିକ ସାହି ଗାଁରେ ଚାଞ୍ଚଲ୍ୟ । ଶିଶୁକନ୍ୟା ଘରେ ନ ଥିବାରୁ ଅଙ୍ଗନବାଡି କର୍ମୀ ସନେ୍ଦହ କରିଥିଲେ । ବାପାକୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଶିଶୁ କନ୍ୟାକୁ ବିକ୍ରି ନେଇ ପଡୋଷୀ ସୂଚନା ଦେଇଥିବା କହିଲେ ଅଙ୍ଗନବାଡି କର୍ମୀ । ପରେ ଶିଶୁକନ୍ୟାକୁ ତିହିଡିର ଜଣେ ବ୍ୟକ୍ତିକୁ ଦେଇଥିବା ସ୍ୱୀକାର କଲେ ବାପା । ଏ ନେଇ ଚାଇଲ୍ଡ ହେଲପ ଲାଇନ ନିକଟରେ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login