୩ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର : ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । କିଛି ତ୍ରୁଟି ଦେଖାଯାଇଥିଲା , ମାତ୍ର ସୁରୁଖୁରୁରେ ପରୀକ୍ଷା ସରିଛି । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବା ନେଇ କହିଲେ ବୋର୍ଡ ସଭାପତି ।ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଅନେକ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା । ଗୋଟେ ପଟେ ପ୍ରଶ୍ନ ପତ୍ର ଲିକ ହୋଇଥିବା ବେଳେ , ଅନ୍ୟପଟେ … Continue reading ୩ରୁ ମାଟ୍ରିକ ଖାତାଦେଖା