The Ultimate Managed Hosting Platform
ADVERTISEMENT

୨ ସ୍କୁଲ ଛାତ୍ର ନିଖୋଜ, ଚନ୍ଦକା ଥାନାରେ ଅଭିଯୋଗ

Facebook
Twitter
LinkedIn

ଭୁବନେଶ୍ୱର : ଘରୋଇ ସ୍କୁଲର ୨ ଛାତ୍ର ନିଖୋଜ ଅଭିଯୋଗ । ୨ ଜଣ ୧୦ ଶ୍ରେଣୀର ଛାତ୍ର ହୋଇତିବା ସୂଚନା । ତେବେ ୨ ଜଣ ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର । ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳରେ ୨ ଛାତ୍ର ନିଖୋଜ । ଗତକାଲି ସକାଳୁ ସ୍କୁଲ ଆସି ଉଭୟ ଘରକୁ ଫେରି ନ ଥିଲେ । ଉଭୟଙ୍କ ବୟସ ୧୫ ବର୍ଷ ।ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କଲେ ଅଭିଭାବକ । ପରିବାରର ଅଭିଯୋଗ ପରେ ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login