The Ultimate Managed Hosting Platform
ADVERTISEMENT

୨ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଓ ଦୁଇ ହାତୀ ମୃତ୍ୟୁ

Facebook
Twitter
LinkedIn

ହଟିଆ ରେଳଖଣ୍ଡ ଅଧିନସ୍ତ କୁରକୁରା ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା । କ୍ଷୟକ୍ଷତି ଆକଳନ ପାଇଁ ଘଟଣା ସ୍ଥଳରେ ରେଳବାଇର ବରିଷ୍ଠ ପଦାଧିକାରୀ ବରିଷ୍ଠ ପଦାଧିକାରୀ । ଉଦ୍ଧାର କାର୍ଯ୍ୟପାଇଁ ବନ୍ଧମୁଣ୍ଡାରୁ ଗଲା ରିଲିଫ ଟ୍ରେନ ।
ସେପଟେ, ଟ୍ରେନ ଧକାରେ ପ୍ରାଣ ହରାଇଲେ ଦୁଇ ହାତୀ । ଗୋଟିଏ ଦନ୍ତା ହାତୀ ହୋଇଥିବା ବେଳେ ଆଉ ଗୋଟିଏ ମାଈ ହାତୀ ବୋଲି ଜଣାପଡିଛି । ଗତକାଲି ସଂଧ୍ୟାରେ ଟାଙ୍ଗୀ ରେଞ୍ଜ ଭୁଷଣ୍ଡପୁର ଉଗ୍ରତାରା ରେଳ ଫାଟକ ନିକଟରେ ଦନ୍ତାକୁ ଧକା ଦେଇଥିଲା ଟ୍ରେନ୍ । ହାତୀ ପଲ ରେଳ ଲାଇନ୍ ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକା ଦେଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ଦନ୍ତାହାତୀ ଜଙ୍ଗଲ ଭିତରକୁ ପଳାଇଯାଇଥିଲା ।

ଜଙ୍ଗଲରେ ଏକ ୧୯ଟିକିଆ ହାତୀ ପଲ ରେଳ ଲାଇନ ପାର ହେଉଥିଲେ । ସେଥିରେ ୬ଦନ୍ତା, ୫ ଛୁଆ ହାତୀ, ୮ଟି ମାଇ ହାତୀ ଥିଲେ । ସେମାନେ ଖାଦ୍ୟ ପାଇଁ ଗାଁ ନିକଟରେ ଥିବା ଧାନ କ୍ଷେତ ମୁହାଁ ହୋଇଥାନ୍ତି । ସବୁଦିନ ଭଳି ହାତୀଟି ଧାନ ଖାଇବାକୁ ଯାଉଥିବାବେଳେ ଧକା ଦେଇଥିଲା ଟ୍ରେନ୍ । ଖବର ପାଇଁ ଟାଙ୍ଗୀ ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ଦଳ ଆହତ ଦନ୍ତାକୁ ଠାବ କରିବା ଜଙ୍ଗଲ ଭିତରକୁ ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login