The Ultimate Managed Hosting Platform
ADVERTISEMENT

୨ ମାଓ କମାଣ୍ଡର ଗିରଫ

Facebook
Twitter
LinkedIn

ରାୟପୁର : ୨ ମାଓ କମାଣ୍ଡରଙ୍କୁ ଗିରଫ କଲା କାଙ୍କେର ପୋଲିସ । ମାଓ କମାଣ୍ଡର ବିନୋଦ ଆଭଲମ୍ ଓ ଆଶୁ କୋରସା ଗିରଫ । ଉଭୟଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଥିଲା । ବିଭିନ୍ନ ମାଓ କାର୍ଯ୍ୟରେ ସାମିଲ ଥିବା ନେଇ କାଙ୍କେର ଏସପିଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login