The Ultimate Managed Hosting Platform
ADVERTISEMENT

୨ ମାଓବାଦୀ ନିହତ

Facebook
Twitter
LinkedIn

ଭୁବନେଶ୍ୱର : ଛତିଶଗଡ ଓ ତେଲେଙ୍ଗାନା ସୀମାରେ ଗୁଳିବିନିମୟ । ପଟ୍ଟାପାଡୁ ଜଙ୍ଗଲରେ ପୁଲିସ –ମାଓବାଦୀ ମୁହାଁମୁହିଁ । ପୁଲିସ ଗୁଳିରେ ୨ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ଜଣେ ଏଲଓଏସ କମାଣ୍ଡର । ମାଓବାଦୀଙ୍କ ନିକଟରୁ ଏସଏଲଆର ବନ୍ଧୁକ ଜବତ । ନିହତ ମାଓବାଦୀ ବସନ୍ତ ଓରଫ ସମଲୁ ଯିଏକି ହିଡମାର ମୁଖ୍ୟ ସହଯୋଗୀ । ୨୬ ବର୍ଷ ଧରି ମାଓ ସଂଗଠନ ସହ ଜଡିତ ଥିଲା ସମଲୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login