The Ultimate Managed Hosting Platform
ADVERTISEMENT

୨ ମାଓବାଦୀଙ୍କ ଆତ୍ମସମର୍ପଣ

Facebook
Twitter
LinkedIn

ମାଲକାନଗିରି : ୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଓ ଏସପିଙ୍କ ନିକଟରେ ଆତ୍ମସମର୍ପଣ । ୨ କ୍ୟାଡର ମାଓବାଦୀ କାଡତି ହୁରା ଓ ଗଙ୍ଗା କାର୍ତ୍ତାମିର ଆତ୍ମସମର୍ପଣ । ସେମାନଙ୍କ ଘର ଛତିଶଗଡ ସୁକମାରେ ହୋଇଥିବା ବେଳେ ସେମାନଙ୍କ ପାଇଁ ୫ ଲକ୍ଷର ପୁରସ୍କାର ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login