ବାଲେଶ୍ୱର : ଆରବିଆଇ ଅଫିସର କହି ୨ କୋଟିରୁ ଉଦ୍ଧ୍ୱର୍ ଠକେଇ ମାମଲାରେ ୨ ଜଣଙ୍କୁ ସଜା । ୨ ଜଚ୍ଚଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଲେଖାଏଁ ଜରିମାନା । ନୋଏଡାର ବିଜୟ ଭରଦ୍ୱାଜ ଓ ହିଂମାଶୁ ଭଣ୍ଡାରୀଙ୍କୁ ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଯୋଡାର ଜଣେ ବ୍ୟବସାୟୀଙ୍କୁ ୨ କୋଟି ୩୫ ଲକ୍ଷ ଠକେଇ କରିଥିଲେ । ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ରୁଣ କରାଇବାକୁ କହି ଠକିଥିଲେ । ଉଭୟଙ୍କୁ ୨୦୨୨ରେ ଗିରଫ କରିଥିଲା କ୍ରାଇବ୍ରାଞ୍ଚ ଇଓଡବ୍ଲ୍ୟୁ ।
Views: 92











