The Ultimate Managed Hosting Platform
ADVERTISEMENT

୨୯ ବର୍ଷ ବୟସରେ ପାଦ ଥାପିଲେ ଶେହନାଜ୍‌ ଗିଲ୍‌

Facebook
Twitter
LinkedIn

ଅଭିନେତ୍ରୀ ଶେହନାଜ୍‌ ଗିଲ୍‌ଙ୍କର କୌନସି ପ୍ରକାରର ପରିଚୟର ଆବଶ୍ୟକ ନାହିଁ । ସେ ତାଙ୍କ ଅଭିନୟ ପିଲାଳିଆମି ଓ କମେଡି ଢଙ୍ଗରେ ସମସ୍ତ ହୃଦୟରେ ଏକ ସ୍ଥାନ ସୃଷ୍ଟି କରି ସାରିଛନ୍ତି । ଖାସ୍‌କରି ସେ ବିଗ୍‌ବସ୍‌ରୁ ହିଁ ବେଶି ପରିଚିତ ହୋଇଥିଲେ । ସେହି ଶୋରେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ଶେହନାଜ୍‌ଙ୍କ ଭାଗ୍ୟ । ହେଲେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଶେହନାଜ ଗିଲଙ୍କୁ ମଧ୍ୟ  ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା। ସିଦ୍ଧାର୍ଥ ମୃତ୍ୟୁ ପରେ ସେ ନିଜକୁ ସମ୍ଭାଳିବା ବହୁତ କଷ୍ଟକର ହୋଇପଡିଥିଲା। କିନ୍ତୁ ଏବେ ପୁଣି ଥରେ ଶେହନାଜ ଆଗକୁ ବଢିଛନ୍ତି । ଶେହନାଜ୍‌ ଆଜି ତାଙ୍କର ୨୯ତମ ଜନ୍ମ ଦିନ ପାଳୁଛନ୍ତି ।

ବର୍ତ୍ତମାନ ଶେହନାଜ ଇଣ୍ଡଷ୍ଟ୍ରିରେ ତଥା ସେଠାରେ ପାଦ ରଖିବାକୁ ଯାଉଛନ୍ତି, ଯେଉଁଠାରେ ତାଙ୍କ ସଂପର୍କ ସିଦ୍ଧାର୍ଥଙ୍କ ସହିତ ଗଢି ଉଠିଥିଲା। ଅର୍ଥାତ୍‌ ଖୁବଶୀଘ୍ର ଶେହନାଜ ବିଗ୍‌ବସ୍‌ ହାଉସରେ ଦେଖିବାକୁ ମିଳିବେ। ଖବର ମୁତାବକ, ‘ବିଗ୍‌ ବସ୍‌ ୧୫’ର ଫାଇନାଲକୁ ଦମଦାର କରିବା ପାଇଁ ମେକର୍ସ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହାରି ମଧ୍ୟରେ ବିଗ୍‌ବସ୍ ଫାଇନାଲ ଏପିସୋଡରେ ଶେହନାଜ ଗିଲଙ୍କ ଏଣ୍ଟ୍ରି ହେବାକୁ ଯାଉଛି।ଶେହନାଜ ଏହି ଶୋ’ର ଫାଇନାଲରେ ଏକ କାମ କାମ ପାଇଁ ଦେଖିବାକୁ ମିଳିବେ । ଶେହନାଜ ଏଠାରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହିତ ଦେଖା ହୋଇଥିଲେ। ଏହି ଶୋ ଜରିଆରେ ଶେହନାଜ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login