The Ultimate Managed Hosting Platform
ADVERTISEMENT

୨୯ ତାରିଖରେ ସରକାରୀ ଛୁଟି ଘୋଷଣା

Facebook
Twitter
LinkedIn

ଭୁବନେଶ୍ୱର : ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି । ନୂଆଖାଇ ପର୍ବ ଉପଲ କ୍ଷେ ୨୯ ତାରିଖ ଛୁଟି ରହିବ । ସବୁ ସରକାରୀ କାର୍ଯ୍ୟାଳୟ , ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ । ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ୱିତୀୟ ଶନିବାର କାର୍ଯ୍ୟଦିବସ ଘୋଷଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login