The Ultimate Managed Hosting Platform
ADVERTISEMENT

୨୮ ପରେ ପୁଣି ବଢିବ ତାତି !

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ୨୮ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳ ବୈଶାଖୀ ପ୍ରଭାବ ରହିବ । ବଙ୍ଗୋପସାଗର ଗୁରୁଚାପ ବଳୟ ସକ୍ରିୟ ହେତୁ କାଳବୈଶାଖୀା ପ୍ରଭାବ ରହିବ । ୨୮ ପରେ ପୁଣି ତାତି ବଢିବ , ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ସକାଳେ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ସର୍ବାଧିକ ରହିଛି । ନବରଙ୍ଗପୁରର ଝରିଗାଁରେ ସର୍ବାଧିକ ୨୨ ମିମି ବର୍ଷା ରେକର୍ଡ । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ବିଜ୍ଞାନୀ ଉମାଶଙ୍କରର ଦାଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login