ଭୁବନେଶ୍ୱର : ମଦୁଆ ଡ୍ରାଇଭର ସାବାଡ ଅଭିଯାନ । ପ୍ରଥମ ଦିନରେ ୨୬୮ ଗିରଫ । ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଆଉ ୨ ଦିନ ମଧ୍ୟ ଅନୁରୂପ ଭାବେ ସ୍ପେଶାଲ ଡ୍ରାଇଭ ଚାଲିବ ।
ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା “ଜୈବ ବିବିଧ ଐତିହ୍ୟ”
Views: 98

ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ...
ଝରିଗାଁ : ଦମ୍ପତିଙ୍କ ସନେ୍ଦହ ଜନକ ମୃତ୍ୟୁ । ଉମରକୋଟ ଥାନା ସାନଭୀମାଗୁଡା ଗାଁରେ ଅଘଟଣ । ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ ।...
ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ପୁଣି ଲଘୁଚାପ ପ୍ରଭାବରେ ୧୭ ଯାଏଁ ବର୍ଷିବ । ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର...
ଭୁବନେଶ୍ୱର : କର୍ମଚାରୀଙ୍କ ଉପସ୍ଥାନ ପାଇଁ ସବୁ ରାଜସ୍ୱ ଅଫିସରେ ଲାଗିବ ବାୟୋମେଟ୍ରିକ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପ ର୍ଯ୍ୟୟ ପରିଚାଳନା...