The Ultimate Managed Hosting Platform
ADVERTISEMENT

୨୫ ସୁଦ୍ଧା ଧାନ ନ ଉଠିଲେ ଜୟପୁର ବନ୍ଦ-ତାରା ବାହିନୀପତି

Facebook
Twitter
LinkedIn

ଭୁବନେଶ୍ୱର : ଜୟପୁରରେ ଡିସେମ୍ବର ୧୧ ତାରିଖରୁ ମଣ୍ଡି ଖୋଲିଲାଣି । ହେଲେ ୧୧ ମୁଠା ଧାନ କିଣା ହୋଇପାରିଲାନି । ଏତେ କଷ୍ଟରେ ଧାନ ଅମଳ କରି ନେଇ ମଣ୍ଡିରେ ଚାଷୀ ଧାନ ରଖିଛନ୍ତି ହେଲେ ମଣ୍ଡିରେ କାହାରି ଦେଖାନାହିଁ । ଆସନ୍ତା ୨୫ ତାରିଖ ସୁଦ୍ଧା ଯଦି ମଣ୍ଡିରୁ ଧାନନଉଠେ ତାହେଲେ ୨୬ରୁ ଜୟପୁରରେ ଅଖଚକ ବନ୍ଦ ହେବ । ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତି ଫେଲ ମାରିଛି । ସରକାର କହିଥିଲେ ସତ୍ତାକୁ ଆସିଲେ ଷୀଙ୍କ ଦୁଃଖ ବୁଝିବେ । ବୋନସ୍ ଦେବେ । ଧାନ ମଣ୍ଡି ଠିକ ସମୟରେ ଖୋଲିବ , ଠିକ ସମୟରେ ଧାନ କିଣାହେବ । ଏଥର କିନ୍ତୁ ଧାନ ଦରରେ କଟନିଛଟନି ହେବନି । କି ଦଲାଲ ବି ରହିବେନି। ଯେଉଁ ମଣ୍ଡିରୁ ଏସବୁ ସମସ୍ୟା ନେଇ ଅଭିଯୋଗ ଆସେ ତାହାଲେ ସମ୍ପକ୍ତ ଅଞ୍ଚଳର ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଜ ପ୍ରତିଶ୍ରୁତି ରଖିବାରେ ବି ସରକାର ବିଫଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login