The Ultimate Managed Hosting Platform
ADVERTISEMENT

୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

Facebook
Twitter
LinkedIn

୨୫ ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବିଜୁଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁବାସିନୀ ଜେନା ଙ୍କ ଆହ୍ଵାନ କ୍ରମେ ବିଜୁ ଛାତ୍ର ଜନତା ଦଳ ବାଲିଆପାଳ ତରଫରୁ ଜିଲ୍ଲା ସାଧାରଣ ସମ୍ପାଦକ ରାଧାକୃଷ୍ଣ ଦାସ ମହାପାତ୍ର ଓ ବାଲିଆପାଳ ବ୍ଲକ ଛାତ୍ର ସଭାପତି ସୁଶାନ୍ତ ବେହେରା ଙ୍କ ନେତୃତ୍ୱ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର ଉପସ୍ଥିତ ହୋଇ ସମସ୍ତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ, ବ୍ଲକ ସଭାପତି ଗୋବିନ୍ଦ ଦାସ ,ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠି, ବେଣୁଧର ଜେନା , ଜିଲ୍ଲା ଉପସଭାପତି ବଳରାମ ସାହୁ. ବ୍ଲକ ଯୁବ ସଭାପତି ସଂଗ୍ରାମ କେଶରୀ ପରିଡା. ଅଶ୍ୱିନୀ ପାତ୍ର ହାଡିବନ୍ଧୁ ରାଉତ, ସୁନିଲ କୁମାର ଜେନା, ସମ୍ୟଦୀପ ଚକ୍ରବ୍ରତୀ ଙ୍କ ସମେତ ବହୁ ସରପଞ୍ଚ , ସମିତି ସଦସ୍ୟ ସଦସ୍ୟା ଓ ବିଜୁ ଛାତ୍ର ଜନତା ଦଳ ର ସମସ୍ତ ଛାତ୍ର ନେତା ଉପସ୍ଥିତ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login