ଭୁବନେଶ୍ୱର : ରାଜ୍ୟରେ ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା । ଏ ନେଇ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି । ଆଜିଠୁ ବିଭିନ୍ନ ଜିଲ୍ଲାକୁ ୨୩ ଯାଏଁ ୟେଲୋ, ଅରେଞ୍ଜ ୱାର୍ଣ୍ଣିଂ । କାଲି ପର୍ଯ୍ୟନ୍ତ ବାଲେଶ୍ୱର , ଭଦ୍ରକ, ଯାଜପୁର , ଜଗତସିଂହପୁର, େକ୍କେରାପଡା, କଟକ, ମୟୂରଭଞ୍ଜ ୟେଲୋ ୱାର୍ଣ୍ଣିଂ । ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ପରବର୍ତ୍ତୀ ଦିନ ପାଇଁ ୟେଲୋ, ଅରେଞ୍ଜ ୱାର୍ଣ୍ଣିଂ ।
Views: 101