ଭୁବନେଶ୍ୱର : ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ଲଗାଇଥିବା ଚାଳକଙ୍କୁ ଚେତାବନୀ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିବା ଗାଡି ଗୁଡିକ ପାଇଁ ଚେତାବନୀ ଜାରି । ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ଫାଇନ । ଜୁନ ୨୩ରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ । ନମ୍ବର ପ୍ଲେଟ ଲାଗିନଥିବା ଗାଡି ଗୁଡିକଠାରୁ ଫାଇନ ଆଦାୟ ହେବ । ଇ-ଚାଲାଣ କଟାଯାଇ ୫ ହଜାରରୁ ୧୦ ହଜାର ଜରିମାନା ଆଦାୟ କରାଯିବ ।
Views: 74