ଭୁବନେଶ୍ୱର : ଭୁବନେଶ୍ୱରରେ ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ଘଟଣା । ଗିରଫ ୨୨ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ହାଇକୋର୍ଟରୁ ଜାମିନ । ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ । ଫେବ୍ରୁଆରୀ ୨୮ରେ ଲୋୟର ପିଏମଜିରେ ଧସ୍ତାଧସ୍ତି ହୋଇଥିଲା । ଘଟଣାରେ ୨୧ ପୋଲିସ କର୍ମଚାରୀ ଆହତ ହେବା ଅଭିଯୋଗ ଥିଲା ।
Views: 79