ଭୁବନେଶ୍ୱର : ନୂଆଖାଇ ପରଦିନ ପଶ୍ଚିମ ଓଡିଶାର ୨ଜିଲ୍ଲାରେ ଛୁଟି ଘୋଷଣା । ସମ୍ବଲପୁର , ବରଗଡ ଜିଲ୍ଲାରେ ୨୧ ତାରିଖ ପାଇଁ ଛୁଟି ଘୋଷଣା । ସୁନ୍ଦରଗଡ ଉପଖଣ୍ଡରେ ମଧ୍ୟ ୨୧ ତାରିଖ ପାଇଁ ଛୁଟି ଘୋଷଣା । ୨ ଜିଲ୍ଲା ଓ ସୁନ୍ଦରଗଡ ପାଇଁ ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି । ନୂଆଖାଇ ପରଦିନ ସ୍ଥାନୀୟ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା । ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର, ବୈାଦ୍ଧ, ନୂଆପଡା, ଝାରସୁଗୁଡା ଛୁଟି ଘୋଷଣା ହୋଇଛି ।
Views: 76