The Ultimate Managed Hosting Platform
ADVERTISEMENT

୨୧ରେ ଉପବାଚସ୍ପତି ନିର୍ବାଚନ

Facebook
Twitter
LinkedIn

ଭୁବନେଶ୍ୱର : ନଭେମ୍ବର ୨୧ ତାରିଖରେ ବିଧାନସବା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବା÷÷ଚନ । ଏ ନେଇ ସମସ୍ତ ସଚିବଙ୍କୁ ଚିଠି କଲେ ବିଧାନସଭା ସଚିବ । ରଜନୀକାନ୍ତ ସିଂଙ୍କ ଇସ୍ଥଫା ପରେ ଖାଲି ପଡିଛି ପଦବୀ । ୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁ୍ଦ୍ଧା ନାମାଙ୍କନ ଦାଖଲ କରିବେ ସଦସ୍ୟ । ୨୧ ତାରିଖ ନିର୍ବାଚନ ହେବ । ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଖାଲିପଡ଼ିଛି ଏହି ପଦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login