ଭୁବନେଶ୍ୱର : ଆସନ୍ତା ୨୦ରୁ ତାତି କମିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିବା ସମ୍ଭାବନା । ୨୧ରୁ ଅଧିକାଂଶ ଅଂଚଳରେ ବର୍ଷା , ୨୨ରେ ବର୍ଷାର ପରିମାଣ ବଢିବ ।
ସେପଟେ ରାଜ୍ୟରେ ଆହୁରି ୨ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ୩ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଆଜି ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଁଂ ।
Views: 94











