The Ultimate Managed Hosting Platform
ADVERTISEMENT

୨୦୨୪ ପାଇଁ ସୁନୀଲଙ୍କ ସିକ୍ରେଟ ପ୍ଲାନ

Facebook
Twitter
LinkedIn

ନୂଆଦିଲ୍ଲୀ : ୨୦୨୪ ପାଇଁ ସୁନୀଲ ବଂଶଲଙ୍କ ସିକ୍ରେଟ ପ୍ଲାନ । ବୁଥ ସ୍ତରରେ ବି ଗୁରୁତ୍ୱ ଦେବ ବିଜେପି । ମାସେ ଭିତରେ ଓଡିଶା ପଡିବ ମୂଳଦୁଆ । ଟାର୍ଗେଟରେ ୧ କୋଟି ପରିବାର । ପ୍ରତି ବୁଥରେ ୨୦୦ ରୁ ୨୫୦ ଲୋକଙ୍କ ପାଖକୁ ଯିବାକୁ ଲକ୍ଷ୍ୟ । ମଣ୍ଡଳ ସ୍ତରରେ ରହିବେ ୪ ଜଣିଆ । ମେ ୨୫ ପୂର୍ବରୁ ସବୁ ଜିଲ୍ଲା , ମଣ୍ଡଳ କାର୍ଯ୍ୟ ସମିତି ବୈଠକ ସରିବ । ସବୁ କାର୍ଯ୍ୟ ସମିତି ବୈଠକରେ ନିର୍ବାଚିତ ପ୍ରିତିନିଧିଙ୍କୁ ଯୋଡାଯିବ । ସଂସଦ, ବିଧାନସଭା , ମଣ୍ଡଳ , ବୁଥ ପାଇଁ ଅଲଗା ଯୋଜନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login