The Ultimate Managed Hosting Platform
ADVERTISEMENT

୨୦୨୪ରେ ନିର୍ବାଚନ ଲଢିବେନି ନରସିଂହ

Facebook
Twitter
LinkedIn

ଭୁବନେଶ୍ୱର : ୨୦୨୪ରେ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ସୁର ରାଉତରାୟଙ୍କ ପରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର । କହିଲେ ୫ଟି କର୍ମୀ ସମ୍ମିଳନୀ କରାଯାଇଥିଲା । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ । ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login