The Ultimate Managed Hosting Platform
ADVERTISEMENT

୨୦୨୪ମାନସ ମନ୍ଥନ, ସୋନିଆଙ୍କ ସହ ୪ର୍ଥ ଦିନରେ ତୃତୀୟ ବୈଠକ

Facebook
Twitter
LinkedIn

ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଲେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ଗତ ତିନି ଦିନ ଭିତରେ ଦ୍ୱିତୀୟଥର କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି ପ୍ରଶାନ୍ତ କିଶୋର । ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅମ୍ବିକା ସୋନୀ, ପି. ଚିଦାମ୍ବରମ୍, ଜୟରାମ ରମେଶ, କେସି ବେଣୁଗୋପାଳ ଓ ରଣଦୀପ ସୁର୍ଜେୱାଲାଙ୍କ ଭଳି କଂଗ୍ରେସର ଆଗଧାଡ଼ିର ନେତାଙ୍କ ସହ ପାଖାପାଖି ୫ ଘଂଟା ଧରି ବୈଠକ କରିଛନ୍ତି ପ୍ରଶାନ୍ତ । ଚର୍ଚ୍ଚା ହେଉଛି ଯେ ପ୍ରଶାନ୍ତ କିଶୋର ପରାମର୍ଶଦାତା ଭାବେ ନୁହେଁ ବରଂ ଦଳରେ ସାମିଲ୍ ହୋଇ ଅନ୍ୟ କର୍ମୀଙ୍କ ଭଳି କାମ କରନ୍ତୁ ବୋଲି ଦଳ ଚାହୁଁଛି । କିନ୍ତୁ ଏ ନେଇ କଂଗ୍ରେସ ତରଫରୁ କୌଣସି ବିଦ୍ଧିବଧ ସୂଚନା ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login