The Ultimate Managed Hosting Platform
ADVERTISEMENT

୨୦ରୁ ସଂସଦର ମୈାସୁମୀ ଅଧିବେଶନ

Facebook
Twitter
LinkedIn

ନୂଆଦିଲ୍ଲୀ : ଜୁଲାଇ ୨୦ ତାରିଖରୁ ସଂସଦର ମୈାସୁମୀ ଅଧିବେଶନ । ସଂସଦର ନୂଆ ଭବନରେ ଆରମ୍ଭ ହେବ ମୈାସୁମୀ ଅଧିବେଶନ । ଅଗଷ୍ଟ ୧୧ ଯାଏଁ ୨୩ ଦିନ ଧରି ଚାଲିବ ଅଧିବେଶନ । ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ମୌସୁମୀ ଅଧିବେଶନରେ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଆଗତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଲକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପଠାଯିବ। କମିଟି ବିଲ୍ ସଂକ୍ରାନ୍ତ ବିଭିନ୍ନ ପକ୍ଷଙ୍କ ମତ ଗ୍ରହଣ କରିବ। ମୌସୁମି ଅଧିବେଶନରେ ହିଁ ସରକାର ୟୁସିସି ବିଲ୍ କାର୍ୟ୍ୟକାରୀ କରିବାପାଇଁ ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ କାର୍ୟ୍ୟକ୍ରମରେ ୟୁସିସି ସଂକ୍ରାନ୍ତରେ କଡ଼ା ଆଭିମୁଖ୍ୟ ରଖିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login