ଭୁବନେଶ୍ୱର : ଭୁବନେଶ୍ୱର ୧ନଂ ମାର୍କେଟରେ ବେଆଇନ ଅବରୋଧକୁ ବିରୋଧ । ୧୦ ଦଫା ଦାବି ନେଇ ବ୍ୟବସାୟୀ ସଂଘର ଆନେ୍ଦାଳନ ଚେତାବନୀ । ମାର୍କେଟକୁ ଯିବା ରାସ୍ତା ଅବରୋଧ ଥିବାରୁ ଟ୍ରକ ଯାଉନଥିବାରୁ ଅଭିଯୋଗ । ଦାବି ନ ଶୁଣିଲେ ୨୦ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମାର୍କେଟ ବନ୍ଦ ଚେତାବନୀ । ମାର୍କେଟ ବନ୍ଦ ରହିଲେ କଞ୍ଚା ପରିବା ଯୋଗାଣ ନେଇ ବଡିବ ସଙ୍କଟ ।
Views: 77