The Ultimate Managed Hosting Platform
ADVERTISEMENT

୨ୟ ପରୀକ୍ଷଣରେ ସଫଳ ହେଲା କ୍ଷେପଣାସ୍ତ୍ର ପ୍ରଳୟ

Facebook
Twitter
LinkedIn

ବାଲେଶ୍ୱର: ପରୀକ୍ଷଣରେ ସଫଳତା ପାଇଲା କ୍ଷେପଣାସ୍ତ୍ର ପ୍ରଳୟ । ଏହାକୁ ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବଦୁଲ କାଲାମ ଦୀପରେ ଦ୍ୱିତୀୟ ଥର ପାଇଁ ପରୀକ୍ଷଣ କରାଯାଇଥିଲା । ଯାହାକି ଏହି ୨ୟ ଥରରେ ମଧ୍ୟ ସଫଳ ହୋଇପାରିଛି ।

ସୂଚନାନୁଯାୟୀ, ବୁଧବାର ଦିନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟକୁ ପ୍ରଥମ ଥର ପାଇଁ ପରୀକ୍ଷଣ କରାଯାଇଥିବା ବେଳେ, ଗୁରୁବାର ପୁଣି ଥରେ ଅବଦୁଲ କାଲାମ ଦୀପରୁ ସକାଳ ୯ଟା ୩୦ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା । ଯାହାକି ସଫଳ ମଧ୍ୟ ହୋଇପାରିଛି । ତେବେ ୧୦ ମିଟର ଲମ୍ବ ଓ ୫ ଟନ୍ ଓଜନ ବିଶିଷ୍ଟ ଏହି ମିଶଇଲର ପାଞ୍ଚ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରୁଥିବା କ୍ଷମତା ରହିଛି । ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରରେ ଏକ ଟନ୍ ଓଜନର ଯୋଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ଥିବା ଜଣା ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login