୨ରୁ ୩ ଦିନରେ ମାର୍କେଟ ବିଲ୍ଡିଂ ସମାଧାନ

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ ଆନେ୍ଦାଳନକୁ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ଦୁଇରୁ ତିନି ଦିନ ମଧ୍ୟରେ ହେବ ମାର୍କେଟ ବିଲ୍ଡିଂ ବିବାଦ ସମାଧାନ । ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ଜାଗା ଚିହ୍ନଟ ଚାଲିଛି । ଜିଏ ବିଭାଗ ସହ କଥା ହୋଇ ଟିମ୍ ଜାଗା ଚିହ୍ନଟ କାମରେ ଲାଗିଛନ୍ତି । ଷ୍ଟ୍ରିଟ ଭେଣ୍ଡର ଆଇନ ଅନୁସାରେ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ । ଥଇଥାନ ପରେ ଦୁଇ ଗୋଷ୍ଠୀ ସହ ଆଲୋଚନା … Continue reading ୨ରୁ ୩ ଦିନରେ ମାର୍କେଟ ବିଲ୍ଡିଂ ସମାଧାନ