The Ultimate Managed Hosting Platform
ADVERTISEMENT

୧୫ ଦିନ ଭିତରେ ସରିବ ସୁଭଦ୍ରାର ରିଜେକ୍ସନ ଯାଞ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ୧୫ ଦିନ ଭିତରେ ସରିବ ସୁଭଦ୍ରାର ରିଜେକ୍ସନ ଯାଞ୍ଚ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦିଆଯାଉଛି । ମାଲକାନଗିରି , ଗଜପତି , କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । କାଲି ଠାରୁ ମାଲକାନଗିରିରେ ଆରମ୍ଭ ହେବ ଯାଞ୍ଚ ।
ଅନ୍ୟପଟେ ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । କହିଲେ , ଏହି ମାସରେ ଯାହାକୁ ୨୧ ବର୍ଷ ହୋଇଥିବ ସେମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୧ କୋଟିଏ ୬ ଲକ୍ଷ ଆବେଦନ କରିଛନ୍ତି । ସେଥିରୁ ୨ ଲକ୍ଷ ୬୭ ଆବେଦନ ମଧ୍ୟରୁ ୨୨ ପ୍ରତିଶତ ଆବେଦନର ରିଭ୍ୟୁ ହୋଇଯାଇଛି । ବାକି ଆହୁରି ରିଭ୍ୟୁ ହେଉଛି । ବାକି ଯେଉଁମାନେ ନୂଆ ହିତାଧିକାରୀ ଅର୍ଥ ଯାହାକୁ ଏହି ମାସରେ ୨୧ ବର୍ଷ ହେଲା ସେମାନେ ମଧ୍ୟ ପାଇବେ ଏହି ଟଙ୍କା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login