ଭୁବନେଶ୍ୱର : ଆଗାମୀ ୩ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । କେନ୍ଦୁଝର , ବାଲେଶ୍ୱର, ଭଦ୍ରକ , ଯାଜପୁର ଜିଲ୍ଲାରେ ବର୍ଷା ସମ୍ଭାବନା । ଅନୁଗୁଳ , ଢେଙ୍କାନାଳ , କଟକ, ଖୋର୍ଦ୍ଧା , ଗଞ୍ଜାମ , ,ସୋନପୁର , ବଲାଙ୍ଗୀର , ବୈାଦ୍ଧ ଓ ନୟାଗଡରେ ବର୍ଷା ସମ୍ଭାବନା ।
ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ସ୍ୱାମୀ !
Views: 76