The Ultimate Managed Hosting Platform
ADVERTISEMENT

୧୩ ଜିଲ୍ଲାକୁ ହିଟ ୱେଭ୍ ୱାର୍ଣ୍ଣିଂ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ୧୪ ତାରିଖ ଯାଏଁ ୧୩ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ । କାଲିଯାଏଁ ୭ ଜିଲ୍ଲା , କାଲିଠୁ ୧୪ ତାରିଖ ଯାଏଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ । ଝାରସୁଗୁଡା , ସମ୍ବଲପୁର , ବରଗଡ ,ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ , ସୋନପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ । କାଲିଠୁ ୧୪ ଯାଏଁ ଝାରସୁଗୁଡା ,ସମ୍ବରପୁର , ବରଗଡକୁ ହିଟ୍ ୱେଭ୍ ୍ । ସୋନପୁର , ସୁନ୍ଦରଗଡ ଓ କେନ୍ଦୁଝରକୁ ମଧ୍ୟ ହିଟ୍ ୱେଭ୍ ୱାର୍ଣ୍ଣିିଂ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login