ନୂଆଦିଲ୍ଲୀ : ଡିସେମ୍ବର ୧୩ରେ ଶପଥ ନେବେ ଛତିଶଗଡ ନୂଆ ମୁଖ୍ୟମନ୍ତ୍ରୀ । ଛତିଶଗଡ ନୂଆ ବିଷ୍ଣୁଦେଓ ସାଏ ଶପଥ ନେବେ । ଦିନ ୨ଟାରେ ରାୟପୁର ସ୍ଥିତ ସାଇନ୍ସ କଲେଜରେ ହେବ ସମାରୋହ । ଶପଥ ସମାରୋହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି । ଗୃହମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ ।
Views: 91











