The Ultimate Managed Hosting Platform
ADVERTISEMENT

୧୨ ଫୁଟର ଅହିରାଜ ଉଦ୍ଧାର

Facebook
Twitter
LinkedIn

ସୋର : ୧୨ ଫୁଟର ଅହିରାଜ ଉଦ୍ଧାର । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ଏକ ୧୨ ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କରାଯାଇଛି । ଗାଁର ସୁରେନ୍ଦ୍ର ସାମଲଙ୍କ ଘର ନିକଟରେ ସାପଟିକୁ ଦେଖ୍ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ କର୍ମଚାରୀ ଓ ସାପ ଧରାଳି ପହଞ୍ଚି ଅହିରାଜକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡି ଦେଇଛନ୍ତି । ସାପକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login