June 24, 2024 7:13 pm

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

୧୨ ଜୁଲାଇରେ ବିବାହ କରିବେ ଅନନ୍ତ-ରାଧିକା, ସାମ୍ନାକୁ ଆସିଲା ନିମନ୍ତ୍ରଣ କାର୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ: ୧୨ ଜୁଲାଇରେ ବିବାହ କରିବେ ଅନନ୍ତ-ରାଧିକା । ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଆସନ୍ତା ଜୁଲାଇ ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଧିକା ମର୍ଚାଣ୍ଡଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିବ । ଜୁଲାଇ ୧୨ ତାରିଖରେ ବିବାହା ହେବାକୁ ଥିବାବେଳେ ନିମନ୍ତ୍ରଣ କାର୍ଡ ସାମନାକୁ ଆସିଛି । ମୁମ୍ବାଇର ବିକେଶିସ୍ଥିତ ଜିଓ ଓ୍ବାଲ୍ଡ କନଭେନସନ ସେଣ୍ଟରରେ ହିନ୍ଦୁ ରୀତି ରୀତି ହିସାବରେ ବିବାହ ହେବ । ପୂର୍ବରୁ କୁହାଯାଉଥିଲା କି, ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ବିବାହ ହେବ । ମାତ୍ର ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ନିମନ୍ତ୍ରଣ କାର୍ଡ ପୋଷ୍ଟ କରାଯାଇଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ମଧ୍ୟ ଦେଉଛନ୍ତି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ

ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

Login