ଭୁବନେଶ୍ୱର : ରାଜ୍ୟ ସଭାପତି ନାଁ ଘୋଷଣା ଏ ପର୍ଯ୍ୟନ୍ତ ହୋଇପାରୁନାହିଁ । । କିଏ ହେବେ ରାଜ୍ୟ ମୁଖିଆ ତାକୁ ନେଇ ଲାଗି ରହୁଛି ସସପେନ୍ସ । କାହାକୁ ମିଳିବ ଭାର ତାକୁ ନେଇ ଲାଗି ରହିଛି ଟଣା ଓଟରା । ଏଣୁ ନଡ୍ଡାଙ୍କ ଗସ୍ତ ପରେ ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କୁହାଯାଉଛି । ଆସନ୍ତା ୧୨ ତାରିଖରେ ଓଡିଶା ଆସିବେ ଜେପି ନଡ୍ଡା । ସୂଚନା ଦେଲେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିର ସାଂଗଠନିକ କାର୍ଯ୍ୟରେ ଯୋଗଦେବେ । ନଡ୍ଡାଙ୍କ ଗସ୍ତରେ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା । ଏପ୍ରିଲ ୧୪ ତାରିଖ ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ ।
Views: 20