The Ultimate Managed Hosting Platform
ADVERTISEMENT

୧୨ରୁ ୧ ଭିତରେ ହୋଲି ଖେଳ ସାର : ଡିସିପି

Facebook
Twitter
LinkedIn

କଟକ : ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ ପୋଲିସ । ସୂଚନା ଦେଲେ କଟକ ଡିସିପି ରୁଷିକେଶ ଖିଲାରୀ । ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିନ ୧୨ଟାରୁ ୧ ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ । ହୋଲିରେ ମଦ ଦୋକାନ ବନ୍ଦ ରହିବ , ବେଆଇନ ବିକିଲେ କାର୍ଯ୍ୟାନୁଷ୍ଠାନ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login