୧୧୧ ମୃତଦେହ ହସ୍ତାନ୍ତର : ବିଏମସି

ବାହାନଗା ଟ୍ରେନ ଟ୍ରାଜେଡି : ୧୯୩ ମୃତଦେହରୁ ୧୧୧ ମୃତଦେହ ଚିହ୍ନଟ । ଚିହ୍ନିତ ୧୧୧ ମୃତଦେହ ହସ୍ତାନ୍ତର ହୋଇଛି କହିଲେ ବିଏମସି କମିଶନର । ଆହୁରି ୮୨ ମୃତଦେହ ଏମ୍ସରେ ରହିଛି । ଡିଏନଏ ଟେଷ୍ଟ ପ୍ରକ୍ରିୟା ଚାଲିଛି । ମୃତଦେହ ପାଇଁ ଆସୁଥିବା ଲୋକଙ୍କ ଖାଇବା , ରହିବା ପ୍ରକ୍ରିୟା ହୋଇଛି । ବିଭିନ୍ନ ରାଜ୍ୟରୁ ସେମାନଙ୍କ ସମ୍ପର୍କୀୟ ଆସି ମୃତଦେହ ଚିହ୍ନଟ କରି ନେଉଛନ୍ତି । ସରକାର ନିଜ ଖର୍ଚ୍ଚରେ ପରିବାର ସହ … Continue reading ୧୧୧ ମୃତଦେହ ହସ୍ତାନ୍ତର : ବିଏମସି